ଗୁରୁପ୍ରିୟା ସେତୁକୁ ବିରୋଧୀ କରି ମାଓବାଦୀଙ୍କ ପ୍ରଜାମେଳି । ସ୍ୱାଭିମାନ ଅଂଚଳରେ ଏକାଠି ହେଲେ ହଜାର ହାଜର ମାଓ ସମର୍ଥକ

31

କନକ ବ୍ୟୁରୋ: ଗୁରୁପ୍ରିୟା ସେତୁକୁ ବିରୋଧ କରି ମାଓବାଦୀଙ୍କ ପ୍ରଜାମେଳି । ସ୍ୱାଭିମାନ ଅଂଚଳରେ ୫ଟି ପଂଚାୟତର ପ୍ରାୟ ୫ ହଜାରରୁ ଅଧିକ ମାଓ ସମର୍ଥକ ଏକାଠି ହୋଇଛନ୍ତି । ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଯୋଗୁଁ ସ୍ୱାଭିମାନ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି ।

ସହର ସହର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଥିବା ବେଳେ କୌଣସି ସରକାରୀ ଅଧିକାରୀରେ ଏଠାରେ ପାଦପଡୁନଥିବା ଅଭିଯୋଗ କରିଛନ୍ତି । ବ୍ୟାନର ଓ ପୋଷ୍ଟର ମାରି ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି ।