ସିବିଆଇରେ ହାଜର ହେଲେ କଟକ ଜିଲ୍ଲା ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିବିଆଇରେ ହାଜର ହେଲେ କଟକ ଜିଲ୍ଲା ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ । ପୂର୍ବରୁ ଦୁଇଥର ହାଜର ହୋଇଥିଲେ ପ୍ରଫୁଲ୍ଲ ସିଂହ । ଏଟି ଲିଙ୍କ ମାମଲାରେ ହାଜର ହୋଇଥିବା ନେଇ ସୂଚନା ।