ପ୍ୟାରୀମୋହନଙ୍କ ସମୟରେ ବିଜେଡି ଦଳ ସମୃଦ୍ଧ ଥିଲା : ପ୍ରଫୁଲ୍ଲ ଘଡାଇ

38

କନକ ବ୍ୟୁରୋ : ଚଳିତ ପଂଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ । ଦଳରେ ପରିଚାଳନାଗତ ତୃଟି ରହିଥିବା ସେ କହିଛନ୍ତି । ୪ଟି ପର୍ଯ୍ୟାୟର ଫଳାଫଳକୁୁ ଦେଖି ବିଜେଡି ଦୁର୍ବଳ ହୋଇଯାଇଥିବା କହିଛନ୍ତି ପ୍ରଫୁଲ୍ଲ ଘଡାଇ । ଏପରିକି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନଙ୍କ ସମୟରେ ଦଳ ସମୃଦ୍ଧ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି ।