ନଗଡା ଆଖିରୁ ଶୁଖୁନି ଲୁହ : କନକ ନ୍ୟୁଜକୁ ପ୍ରଫୁଲ ଘଡେଇଙ୍କ ପ୍ରତିକ୍ରିୟା

40

ନଗଡା : ନଗଡା ଆଖିରୁ ଶୁଖୁନି ଲୁହ । ନଗଡା ଘଟଣା ନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇ । ନଗଡା ସ୍ଥିତି ପାଇଁ ଆମେ ସମସ୍ତେ ଦାୟୀ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡେଇ କହିଛନ୍ତି । ନଗଡା ପରି ବହୁ ଗାଁ ଅନୁନ୍ନତ ହୋଇ ରହିଥିଲା । ଅନେକ ଅନୁନ୍ନତ ଗାଁର ଏବେ ବିକାଶ ହୋଇଛି । ବିଧାୟକ ଥିଲା ବେଳେ ବହୁ ଅଂଚଳର ଉନ୍ନତି ଘଟିଛି ବୋଲି ସେ କହିଛନ୍ତି । ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିବା କହିଛନ୍ତି ପ୍ରଫୁଲ୍ଲ ଘଡେଇ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –