ଏଟି ମୁଖ୍ୟ ପ୍ରଦୀପ ସେଠୀ

0

ଏଟି ଗ୍ର୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ଏକ ପାଜେରୋ ଗାଡି ନେଇଥିବା ଅଭିଯୋଗ ହେବା ଏବଂ ଏହି ପ୍ରସଙ୍ଗରେ ସିବିଆଇ ତାଙ୍କୁ ସମନ କରିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଅନ୍ୟପଟେ ଏନେଇ ବିଜେଡି ତାର ଆଭିମୁଖ୍ୟ ରଖି କହିଥିଲା- ସଂଜୟ ଦାସବର୍ମାକୁ ରାଜନୈତିକ ଆକ୍ରୋସ ରଖି ଏଭଳି ପ୍ରୟାସ କରାଯାଇଛି । ତେବେ ଏ ସଂପର୍କରେ ନିଜର ପ୍ରତିକ୍ରିୟାରେ କଣ କହିଛନ୍ତି ଏଟି ମୁଖ୍ୟ ପ୍ରଦୀପ ସେଠୀ ! କନକ ନୁ୍ୟଜ୍ ଏକ୍ସକ୍ଲୁସିଭ୍ରେ ଶୁଣନ୍ତୁ ପ୍ରଦୀପଙ୍କୁ :

              

Comments are closed.