ପ୍ରଦୀପ ସେଠୀଙ୍କ ବିରୋଧରେ ରୁଜୁ ହେବ ମାମଲା : ଜେଲ ବିଭାଗର ଆଇଜି ଅରୁଣ କୁମାର ରାୟଙ୍କ ସୂଚନା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଦୀପ ସେଠୀଙ୍କ ବିରୋଧରେ ରୁଜୁ ହେବ ମାମଲା । ଲକ୍ଷ୍ମୀସାଗର ଥାନାରେ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରୁଜୁ ହେବ ମାମଲା ।  ପ୍ରଦୀପଙ୍କୁ ସିଙ୍ଗଲ୍ ସେଲରେ ରଖିବାକୁ ନିଆଗଲା ନିଷ୍ପତି । ଜେଲ ବିଭାଗର ଆଇଜି ଅରୁଣ କୁମାର ରାୟ ଏନେଇ ଦେଇଛନ୍ତି ସୂଚନା ।