ଆଜି ବସିବ ରଥଯାତ୍ରା ସମନ୍ୱୟ କମିଟି ବୈଠକ ! ମିଟିଂ ବର୍ଜନ କରିବାକୁ ସେବାୟତ ସମ୍ମିଳନୀର ନିଷ୍ପତି

26

କନକ ବ୍ୟୁରୋ: ଆଜି ପୁରୀରେ ବସିବ ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ । ତେବେ ବୈଠକକୁ ବର୍ଜନ କରିବା ପାଇଁ ନିଷ୍ପତି ନେଇଛି ପୁରୀ ସେବାୟତ ସମ୍ମିଳନୀ । ଏନେଇ ସେମାନେ ମେଘନାଦ ପାଚେରୀରେ ପୋଷ୍ଟର ମଧ୍ୟ ମାରିଛନ୍ତି ।

ଗତ ୨୭ ତାରିଖରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ସେବାୟତ ସମ୍ମିଳନୀ , କେତେକ ନିଯୋଗର କର୍ମକର୍ତା ଓ କିଛି ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ବୈଠକକୁ ବର୍ଜନ କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –