ଡାକ ପିଅନ ପଲିଟିକ୍ସ !

0

ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ଡାକ ପିଅନ ଉପାଖ୍ୟାନ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ଖେଳାଇ କେନ୍ଦ୍ରକୁ ନିଜଆଡୁ ଚିଠି ଲେଖୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଡାକ ପିଅନ କହିଥିଲେ ବିଜେଡି ନେତା । ତେବେ ଏହାକୁ ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ୪ କୋଟି ଓଡିଶାବାସୀଙ୍କ ପାଇଁ ଡାକ ପିଅନ ହେବାକୁ ସେ ପ୍ରସ୍ତୁତ । ତେବେ ଡାକ ପିଅନ ଉପାଖ୍ୟାନକୁ ନେଇ ଦେଖନ୍ତୁ ବିଗ୍ ଡିବେଟର ଏହି ଏପିସୋଡ ଡାକ ପିଅନ ପଲିଟିକ୍ସ

ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : –

Comments are closed.