୧୦ମ ପାସଙ୍କ ପାଇଁ ଭାରତୀୟ ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି : ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ ପୂରା ପ୍ରକ୍ରିୟା

36

ଯଦି ଆପଣ ସରକାରୀ ଚାକିରି ଅପେକ୍ଷାରେ ଅଛନ୍ତି ତେବେ ଆଜି ଆମେ ଆମେ ଆପଣଙ୍କ ପାଇଁ ଏକ ଭଲ ଖବର ନେଇ ଆସିଛୁ । ଏଠାରେ ସ୍ପଷ୍ଟ କରିବାକୁ ଚାହିଁବୁକି, ନିକଟରେ ପଶ୍ଚିମବଙ୍ଗ ପୋଷ୍ଟାଲ ସର୍କଲରେ ପୋଷ୍ଟମ୍ୟାନ ଏବଂ ମେଲ ଗାର୍ଡ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଜୁଲାଇ ୧୭ ପୂର୍ବରୁ ଆବେଦନ କରିପାରିବେ । ତେବେ ନିମ୍ନରେ ଆମେ ଏସଂପର୍କରେ ବିସ୍ତାର ଭାବେ ଆଲୋଚନା କରିଛୁ …..

ଶିକ୍ଷାଗତ ଯୋଗ୍ୟତା: ୧୦ମ ଶ୍ରେଣୀ ପାସ୍ କିମ୍ବା ଏହାର ସମକକ୍ଷ ଡିଗ୍ରୀ ହୋବା ଉପରେ ବି ମାନ୍ୟ ଅଟେ ।

ପଦବୀ ସଂଖ୍ୟା: ୨୩୯

ପଦବୀ ସଂପର୍କିତ ସୂଚନା: ପୋଷ୍ଟମ୍ୟାନ, ମେଲଗାର୍ଡ

ଆବେଦନ ତାରିଖ: ଜୁନ୍ ୧୮ ୨୦୧୮

ଆବେଦନ କରିବାର ଶେଷ ତାରିଖ: ଜୁଲାଇ ୧୭ ୨୦୧୮

ବୟସ: ଆଶାୟୀପ୍ରାର୍ଥୀଙ୍କର ବୟସ ୧୭-୦୭-୨୦୧୮ ଅନୁସାରେ ୧୮ରୁ ୨୭ ବର୍ଷ ବୟସ ମଧ୍ୟରେ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା: ଏହି ଚାକିରି ପାଇଁ ଆପ୍ଟିଚ୍ୟୁଡ ଟେଷ୍ଟ ଅନୁସାରେ ଚୟନ କରାଯିବ ।

ଆବେଦନ ଶୁଳ୍କ: ସାଧାରଣ ବର୍ଗର ଆଶାୟୀପ୍ରାର୍ଥୀଙ୍କ ୁପାଇଁ ୫୦୦ ଟଙ୍କା ଏସସି/ଏସଟି/ମହିଳାଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି ।

କିପରି କରିବେ ଆବେଦନ: ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ୍ ତଥା https://pmgwbrecruit.inକୁ ଯାଇ କରିପାରିବେ ।