କେତେ ଜାଣନ୍ତି ପର୍ଣ୍ଣ ଇଣ୍ଡଷ୍ଟ୍ରୀ ବିଷୟରେ ! ଷ୍ଟାର୍ କହିଲେ ସିନେମା ପଛର ସତ

97

ପସନ୍ଦ କରନ୍ତୁ ବା ଘୃଣା କରନ୍ତୁ । କିନ୍ତୁ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ପ୍ରତି ବଢୁଥିବା ଦର୍ଶକଙ୍କ ସଂଖ୍ୟାକୁ ଆପଣ ଉପେକ୍ଷା କରିପାରିବେ ନାହିଁ । ଏହି ଇଣ୍ଡଷ୍ଟ୍ରୀ ବିଷୟରେ ସମସ୍ତଙ୍କର ଏହି ଧାରଣା ଅଛି ଯେ , ସେମାନେ କ୍ୟାମେରା ସାମ୍ନାରେ ଅଭିନୟ କରନ୍ତି ଏବଂ ବଦଳରେ ବଡ ପରିମାଣର ଟଙ୍କା ଓ ବଡ ଖୁସି ପାଇଥାନ୍ତି । ଅନେକ ଭାବନ୍ତି ଯେ ପର୍ଣ୍ଣ ଷ୍ଟାର୍ ମାନେ ଅଶିକ୍ଷିତ ବା ଅଳ୍ପ ପାଠ ପଢିଥାନ୍ତି ବୋଲି ଅନେକଙ୍କ ମୁଣ୍ଡରେ ଥାଏ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ଣ୍ଣ ଷ୍ଟାର୍ ମାନଙ୍କ ମଧ୍ୟରେ ଏମିତି କେତେ ଜଣ ଅଛନ୍ତି ଯେଉଁମାନେ ମାଷ୍ଟର୍ ଡିଗ୍ରୀ ମଧ୍ୟ କରିଛନ୍ତି । ନିକଟରେ କିଛି ପର୍ଣ୍ଣଷ୍ଟାର୍ ଏହି ଇଣ୍ଡଷ୍ଟ୍ରୀର ଅଜଣା ଦିଗ ସାମ୍ନାକୁ ଆଣିଛନ୍ତି ।

ପର୍ଣ୍ଣଷ୍ଟାର୍ ମାନେ ଯଦିଓ ନାଁ ଓ ମାନ୍ୟତା ପାଇଥାନ୍ତି କିନ୍ତୁ ଅଧିକାଂଶ ସମୟରେ ଲୋକମାନେ ସେମାନଙ୍କୁ ଖରାପ ବ୍ୟବାହର କରିଥାନ୍ତି । ଏହାର କାରଣ ହେଉଛି ସେମାନଙ୍କ ପେଶା ।

ଭିଡିଓ ସୁଟିଂ ବେଳେ ସେମାନେ ଯେଉଁ ପୋଷାକ ପିନ୍ଧିଥାନ୍ତି ସେଗୁଡିକ ବହୁତ ଦାମୀ । ଗୋଟିଏ ଥର ପିନ୍ଧି ସାରିବା ପରେ ସେଗୁଡିକୁ ଅନଲାଇନ୍ ବିକ୍ରି କରିଦିଆଯାଏ ।

ବାହାରକୁ ଯେତେ ସହଜ ଏହି ଇଣ୍ଡଷ୍ଟ୍ରୀ ଦେଖାଯାଇଥାଏ କିନ୍ତୁ ପ୍ରକୃତରେ ଏଥିରେ ପ୍ରବେଶ କରିବା ସେତିକି କଷ୍ଟ । ଏଥିରେ ଏଣ୍ଟ୍ରି କରିବା ପାଇଁ ହେଲେ କଳାକାର ମାନଙ୍କୁ ଅନେକ ପେପର୍ ୱର୍କ ଏବଂ ଚୁକ୍ତି କରିବାକୁ ପଡିଥାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ ପର୍ଣ୍ଣ ଇଣ୍ଡଷ୍ଟ୍ରୀର ଅଧିକାଂଶ ପ୍ରଡକ୍ସନ୍ ହାଉସ୍ ମାଲିକ ହେଉଛନ୍ତି ମହିଳା ।

ଅନ୍ୟ ଇଣ୍ଡଷ୍ଟ୍ରୀମାନଙ୍କରେ ଅଭିନେତା ମାନେ ଅଭିନେତ୍ରୀଙ୍କଠାରୁ ଅଧିକ ଟଙ୍କା ପାଇଥାନ୍ତି । ଏଠାରେ କିନ୍ତୁ ଓଲଟା । ଏଥିରେ ମହିଳା ପର୍ଣ୍ଣଷ୍ଟାର୍ ପୁରୁଷ ପର୍ଣ୍ଣଷ୍ଟାର୍ ମାନଙ୍କ ଠାରୁ ଅଧିକ ପେମେଣ୍ଟ ପାଇଥାନ୍ତି ।

ସୁଟିଂ ବେଳେ ମାତ୍ର ୨୦ ସେକେଣ୍ଡର ଭିଡିଓ ପାଇଁ ସେମାନଙ୍କୁ ଅନ୍ତତଃ ୨୦ ଟେକ୍ ନେବାକୁ ପଡିଥାଏ ।
ଅଧିକାଂଶ ପର୍ଣ୍ଣଷ୍ଟାର୍ ନିଜ ଭିଡିଓ ଦେଖନ୍ତି ନାହିଁ ।