ମଦର ଟେରେସାଙ୍କୁ ଦିଆଗଲା ସନ୍ଥ ମାନ୍ୟତା । ସନ୍ଥ ମାନ୍ୟତା ଘୋଷଣା କରିଛନ୍ତି ପୋପ୍ ଫା୍ରନସିସ୍ । ଭାଟିକାନ ସିଟିରୁ ଏହି ଘୋଷଣା କରିଛନ୍ତି ପୋପ୍ । ଟେରେସାଙ୍କୁ ସନ୍ଥ ମାନ୍ୟତା ଦେବା ପାଇଁ ଭାଟିକାନରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଏହି ଉତ୍ସବରେ ବିଭିନ୍ନ ଦେଶର ପ୍ରତିନିଧି ଉପସ୍ଥିତ ରହିଥିଲେ । ହଜାର ଲୋକ ଏହି ପବିତ୍ର ଉତ୍ସବରେ ଯୋଗ ଦେଇଛନ୍ତିି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ୧୨ଜଣିଆ ପ୍ରତିନିଧି ଦଳ ଯୋଗ ଦେଇଛନ୍ତି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏହି ଉତ୍ସବରେ ଭଟିକାନରେ ଉପସ୍ଥିତ ଅଛନ୍ତି । ମଦର ଟେରେସା କୋଲକାତାକୁ ତାଙ୍କର ସେବା କ୍ଷେତ୍ର ଭାବେ ଗ୍ରହଣ କରିଥିଲେ । ଭାରତରୁ ସାରା ବିଶ୍ୱକୁ ସେ ମାନବତାର ବାର୍ତା ଦେଇଥିଲେ।

4th September, 2016 | 8:46 am
You might also like
-
ସବ-ଇନସପେକ୍ଟର ପାଇଁ ଆଶାୟୀ କି ? ରାଜ୍ୟ ସରକାର ଦେଉଛନ୍ତି ବଡ ସୁଯୋଗ
-
ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଲୁଣଭାତ ଦେଉଛନ୍ତି ପ୍ରଧାନ ଶିକ୍ଷକ! ପଚାରିଲେ କହୁଛନ୍ତି, ଯାହା କରିଛି ଠିକ୍ କରିଛି
-
ବାସ୍ ବାପାଙ୍କୁ ରୋଗ ହୋଇଥିଲା ବୋଲି… ! ବୁଢା ବାପାକୁ ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଲା କଳିଯୁଗର ରାକ୍ଷସ ପୁଅ
-
କର୍ମଜୀବି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିପ୍ସ ! ମାତ୍ର ୨୦ ମିନିଟରେ ଚମକିବ ତ୍ୱଚା