ପୁରୀ ସତ୍ୟବାଦୀ ଦିପିଦେଉଳିରେ ମତଦାନ ବେଳେ ଉତେଜନା ! ଭୋଟର ଲିଷ୍ଟରେ ହାତ ଲେଖା ନାଁ ଯୋଡାଯିବା ଅଭିଯୋଗ

20

କନକ ବ୍ୟୁରୋ : ପୁରୀ ସତ୍ୟବାଦୀ ଦିପିଦେଉଳିରେ ମତଦାନ ବେଳେ ଉତେଜନା । ଭୋଟର ଲିଷ୍ଟରେ ହାତରେ ଲେଖି ନାଁ ଯୋଡାଯିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗତକାଲି ରାତିରେ ଭୋଟର ଲିଷ୍ଟରେ ୪୦୯ ଜଣଙ୍କର ନାଁ ଥିବା ବେଳେ ଆଜି ସକାଳେ ଆଉ ୭ ଜଣଙ୍କର ନାଁ ହାତରେ ଲେଖି ଯୋଡାଯାଇଥିବା ଦେଖାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା ।