ପୁଲିସ୍ – ପିଏଲଏଫଆଇ ଗୁଳିବିନିମୟ : ଏନକାଉଂଟରରେ ୨ପିଏଲ୍ଏଫଆଇ ସଦସ୍ୟ ମୃତ

30

ସୁନ୍ଦରଗଡ଼ : ପୁଲିସ-ପିଏଲ୍ଏଫଆଇ ଗୁଳିବିନିମୟ । ସୁନ୍ଦରଗଡ଼ ଜିଲ୍ଲା ଜରଡ଼ା ଜଙ୍ଗଲରେ ହୋଇଥିବା ଏହି ଏନକାଉଂଟରରେ ୨ ଜଣ ପିଏଲ୍ଏଫଆଇ ସଦସ୍ୟ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ଓ ବହୁ ଗୁଳିଗୁଳା ସହ ନଗଦ ୪୦ ହଜାର ଟଙ୍କା ଜବତ ହୋଇଛି।