ନବରଙ୍ଗପୁରର ଭାଲପାରାରୁ ଉଦ୍ଧାର ହେଲା କମ୍ବଳ ବୋଝେଇ ଟ୍ରକ : ଚାଳକ ସହ ୨ ଜଣଙ୍କୁ ଅଟକ ରଖିଲା ପୋଲିସ

37

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘରର ଭାଲପାରାରୁ ଏକ କମ୍ବଳ ବୋଝେଇ ଟ୍ରକକୁ ପୋଲିସ ଜବତ କରିଛି । ଏଥିରେ ଚାଳକ ସହ ୨ ଜଣଙ୍କୁ ଅଟକ ରଖାଯାଇଛି । ବିଜେଡି ପକ୍ଷରୁ ଏହି କମ୍ବଳ ବାଂଟିବାକୁ ନେଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।