ଭୁବନେଶ୍ୱର : ଆଚାର୍ଯ୍ୟବିହାର ଅଂଚଳରୁ ସେକ୍ସ ରାକେଟ ଠାବ, ଜଣେ କିଙ୍ଗପିନ ସହ ୪ ଦେହଜୀବୀ ଗିରଫ

261

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଆଚାର୍ଯ୍ୟବିହାର ବିଶେଶ୍ୱର ବସ୍ତିରୁ ସେକ୍ସ ରାକେଟ ଠାବ ହୋଇଛି । କ୍ୱିକ ଆକ୍ସନ ଟିମ ଓ ସହିଦ ନଗର ଥାନା ପୁଲିସର ମିଳିତ ଚଢାଉରେ ଏହି ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି । ୪ଜଣ ଦେହଜୀବୀ, ଜଣେ କିଙ୍ଗପିନ ଓ ଜଣେ ଗ୍ରାହକଙ୍କୁ ଗିରଫ କରିଛି ପୁଲିସ । ଗିରଫମାନଙ୍କ ମଧ୍ୟରେ ଜଣେ ବେଙ୍ଗଲି ଆଉ ୩ଜଣ ଓଡିଆ ଥିବା ଜଣାପଡିଛି ।