ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କୂଆଖାଇ ନଦୀରେ ମିଶୁଛି ଓମଫେଡରୁ ନିର୍ଗତ ଜହର ମିଶା ଜଳ । ବର୍ଷବର୍ଷ ଧରି ବିନା ଟ୍ରିଟମେଂଟ ପ୍ଲାଂଟରେ ଚାଲିଛି କମ୍ପାନି । ବିଭିନ୍ନ ପ୍ରକାର କେମିକାଲ ମିଶା ପାଣି ସିଧାସଳଖ ଛାଡି ଦିଆଯାଉଛି ନଦୀକୁ । ଏସବୁ କେମିକାଲ ଦୁରାରୋଗ୍ୟ କ୍ୟାନସର ସୃଷ୍ଟି କରିପାରେ ହେଲେ ଆଶ୍ଚର୍ଯ୍ୟର କଥା ଏସବୁ ଜାଣିବା ପରେ ବି କେବଳ ନୋଟିସ କରି ଚୁପ ବସିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –