୪୫୦ ବର୍ଷ ପୂର୍ବରୁ ଜଣାଥିଲା ମୋଦି କରିବେ ଭାରତର ପ୍ରତିନିଧିତ୍ୱ ! ଜାଣନ୍ତୁ ଘଟଣା ପଛର ରହସ୍ୟ

50

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ୟ୍ୟକାଳକୁ ୩ ବର୍ଷ ହେବାକୁ ଯାଉଛି । ଏହି ତିନି ବର୍ଷରେ ମୋଦି ଅନେକ ଏପରି କିଛି କଡା ନିଷ୍ପତି ନେଇଛନ୍ତି ଯାହା ସତ ପ୍ରତିଶତ ସଫଳ ହୋଇଛି । ମୋଦିଙ୍କ ଏହି କଡା ନିଷ୍ପତି ଯୋଗୁଁ ଦେଖୁ ଏବେ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି । ଆପଣ ଜାଣନ୍ତି କି ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆଜିଠାରୁ ୪୫୦ ବର୍ଷ ପୂର୍ବରୁ ଭବିଷ୍ୟବାଣୀ ହୋଇଥିଲା ।

ଏକଥା ଶୁଣି ଆପଣ ଆଶ୍ଚଯ୍ୟð ହେCଛନ୍ତି ନା କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ । ୧୬ତମ ଶତାବ୍ଦୀରେ ଫ୍ରାନ୍ସର ଜଣେ ଭିବିଷ୍ୟତବକ୍ତା ନାସ୍ତ୍ରେଦମସ ଭବିଷ୍ୟବାଣୀ କରି କହିଥିଲେ ଏKବିଂଶ ଶତାବ୍ଦୀରେ ଏସିଆରେ ଜଣେ ମହାନ ନେତା ଜନ୍ମ ନେବ, ଯିଏ ବହୁତ ଦିନ ପର୍ଯ୍ୟନ୍ତ ଲୋକଙ୍କ ମନ ଜିଣିବେ । ଜାଣନ୍ତୁ ୧୬ ତମ ଶତାବ୍ଦୀରେ ନାସ୍ତ୍ରୋଦମସ କ’ଣ କରିଥିଲେ ଭବିଷ୍ୟବାଣୀ ।

– ୧୫୩୦ରେ ଫ୍ରାନ୍ସରେ ଜନ୍ମିତ ନାସ୍ତ୍ରେଦମସଙ୍କ ୧୫୫୫ରେ ଏକ ବହି ‘ ଦ ପ୍ରୋଫେସିଜ’ ଆସିଥିଲା, ଯେଉଁଠି ସେ ଭବିଷ୍ୟତରେ ହେବାକୁ ଥିବା ଘଟଣା ସବୁ ବର୍ଣ୍ଣନା କରିଥିଲେ ।

– ସେ ଏସିଆରେ ନେତାଙ୍କ ବିଷୟରେ ଏହି କଥା କହିଥିଲେ । ନାସ୍ତ୍ରେଦମସ କହିଥିଲେ ଏକ ବିଂଶ ଶତାବ୍ଦୀରେ ଏସିଆରେ ଜଣେ ମହାନ ନେତା ଜନ୍ମ ନେବ, ଯାହାକୁ ପ୍ରଥମେ ପ୍ରଥମେ ଲୋକ ବିଲକୁଲ ପସନ୍ଦ କରିବେ ନାହିଁ । କିନ୍ତୁ ପରେ ନିଜର କାମ କରିବାର ଅନ୍ଦାଜ ପାଇଁ ଲୋକ ତାଙ୍କୁ ବହୁତ ପସନ୍ଦ କରିବେ । ତାଙ୍କର ଏହି ଭବିଷ୍ୟତବାଣୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଡି କି ଦେଖାଯାଉଛି ।

– ଏକ ରିପୋର୍ଟ ଅନୁସାରେ ଜଣେ ଫ୍ରେଞ୍ଚ ଲେଖକ ଫ୍ରେଙ୍କୋଇସ ଗାଁଟିୟର ମଧ୍ୟ ନିଜ ଲେଖାରେ ନାସ୍ତ୍ରୋଦମସଙ୍କ ଭବିଷ୍ୟତବାଣୀ ବିଷୟରେ ଲେଖିଥିଲେ । ସେ କହିଥିଲେ ୨୦୧୪ରେ ଭାରତର ପ୍ରତିନିଧିତ୍ୱ ଏମିତି ଜଣେ ବ୍ୟକ୍ତି କରିବେ ପ୍ରଥମେ ଲୋକେ ତାଙ୍କୁ ପସନ୍ଦ କରିବେ ନାହିିଁ, କିନ୍ତୁ ପରେ ସେ ସମସ୍ତଙ୍କର ପ୍ରିୟ ହୋଇଯିବେ ।

– ଏହାସହ ନାସ୍ତ୍ରେଦମସ ଲେଖିଥିଲେ ଉକ୍ତ ବ୍ୟକ୍ତି ଜଣକ ଭାରତର ଗତି ପୁରା ବଦଳାଇଦେବ । ପରେ ଅନ୍ୟ ଦେଶ ମଧ୍ୟ ଭାରକୁ ଡରିବା ସହ ସବୁ ଶକ୍ତିଶାଳୀ ଦେଶ ଭାରତକୁ ମାନିବେ ।

                                       ସୌଜନ୍ୟ-ଅମର ଉଜାଲା