ନୀତି ଆୟୋଗର ପୁର୍ନଗଠନ କଲେ କେନ୍ଦ୍ର ସରକାର । ଜାଣନ୍ତୁ, କାହାକୁ ମିଳିଲା ଆୟୋଗରେ କେଉଁ ଦାୟିତ୍ୱ ।

264

କନକ ବ୍ୟୁରୋ: ନୀତି ଆୟୋଗର ପୁର୍ନଗଠନ କଲେ ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନର ଟ୍ରାନ୍ସର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି । ପିଆବି ତରଫରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ମୁତାବକ ଏହି ନବ ଗଠିତ ନୀତି ଆୟୋଗର ଅଧ୍ୟକ୍ଷ ଦାୟିତ୍ୱଭାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଥିବାବେଳେ ଉପାଧ୍ୟକ୍ଷ ଡ. ରାଜୀବ କୁମାର ରହିଛନ୍ତି ।

୩. ପୂର୍ଣ୍ଣକାଳୀନ ସଦସ୍ୟ 

• ଭି.କେ. ସାରସ୍ୱତ

• ପ୍ରଫେସର ରମେଶ ଚାନ୍ଦ

• ଡ. ଭିକେ ପଲ୍

୪. ପଦାଧିକାରୀ ସଦସ୍ୟ 

• ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ

• ଅମିତ ଶାହ, ସ୍ୱରାଷ୍ଟ୍ର ମନ୍ତ୍ରୀ

• ନିର୍ମଳା ସୀତାରମଣ, ଅର୍ଥ ଏବଂ କର୍ପୋରେଟ ବ୍ୟାପାରମନ୍ତ୍ରୀ

• ନରେନ୍ଦ୍ର ସିଂ ତୋମାର, କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ପଂଚାୟତିରାଜ ମନ୍ତ୍ରୀ

୫. ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ 

• ନୀତୀନ ଗଡ଼କରୀ, ସଡ଼କ ପରିବହନ ଏବଂ ରାଜପଥ, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

• ଥୱର ଚନ୍ଦ ଗେହଲଟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ

• ପୀୟୂଷ ଗୋଏଲ, ରେଳବାଇ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ

• ରାଓ ଇନ୍ଦରଜିତ ସିଂ, ରାଷ୍ଟ୍ରମନ୍ତ୍ରୀ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ଏବଂ ଯୋଜନା