ପିପିଲି ହରିରାଜପୁରରେ ଅଗ୍ନିକାଣ୍ଡ , ୨ ଶିଶୁ ଜବୀନ୍ତ ଦଗ୍ଧ

22

ପିପିଲି : ପିପିଲି ହରିରାଜପୁର ଟାଙ୍ଗୀବଂଶ ଗାଁରେ ଅଘଟଣ । ଭୟାବହ ଅଗ୍ନିକାଣ୍ଡରେ ୨ ଶିଶୁ ଜବୀନ୍ତ ଦଗ୍ଧ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ଅଗ୍ନିକାଣ୍ଡର କୌଣସି କାରଣ ଜଣାପଡିନାହିଁ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।