ପିପିଲିରେ ଏନଏସି ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

48

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ପୁରୀ ଜିଲ୍ଲା ପିପିଲିରେ ଏନଏସି ପକ୍ଷରୁ  ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଛେଦ ସମୟରେ କୌଣସ, ଅପ୍ରୀତିକର ପରିସ୍ଥିତିକୁ ଆଡେଇବା ପାଇଁ ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ହୋଇଛନ୍ତି । ୫ ଜଣ ମାଜିଷ୍ଟ୍ରେଟ, ୨ ଡିଏସପି, ଉପଜିଲ୍ଲାପାଳ ଓ ଏସଡିପିଓଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।