ରିଲିଜ ହେଲା ‘ଫିଲୋରୀ’ର ପ୍ରଥମ ଗୀତ ‘ଦମ୍ ଦମ୍’ ! ଟ୍ୱିଟର ଜରିଆରେ ରିଲିଜ କଲେ ଅନୁଷ୍କା

65

ରିଲିଜ ହୋଇଛି ବଲିଉଡ ନୂଆ ସିନେମା ତଥା ଅନୁଷ୍କା ଶର୍ମାଙ୍କ ଅଭିନୀତ ‘ଫିଲୋରୀ’ର ପ୍ରଥମ ଗୀତ । ତେବେ ଏହାକୁ ନେଇ ନିଜେ ଅନୁଷ୍କା ଟ୍ୱିଟର ଜରିଆରେ ରିଲିଜ୍ କରିଛନ୍ତି । ଆଉ ଏହି ଗୀତଟିର ଟାଇଟେଲ ରହିଛି ‘ଦମ୍ ଦମ୍’

ତେବେ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ଅନେକ ଦର୍ଶକ ଏହାକୁ ଦେଖି ସାରିଲେଣିି । ଗୀତରେ ଅନୁଷ୍କା ଓ ଦଲଜୀତଙ୍କ ଅଭିନୟ ଦେଖିବାକୁ ମିଳିଛି । ମାର୍ଚ୍ଚ ୨୪ରେ ଏହି ସିନେମାଟି ପରଦାରେ ନଜର ଆସିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-