କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

29

କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ୍ ଲିଟର ପିଛା ୨ .୨୫ ପଇସା ଓ ଡିଜେଲ୍ ୪୨ ପଇସା ହ୍ରାସ ପାଇଛି । ନୂଆ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ ।