ମଧ୍ୟରାତ୍ରରୁ ବଢିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ! ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୩ ପଇସା ଓ ଡିଜେଲ ୮୯ ପଇସା

35

କନକ ବ୍ୟୁରୋ : ମଧ୍ୟରାତ୍ରରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିଛି । ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୩ ପଇସା ଓ ଡ଼ିଜେଲ ୮୯ ପଇସା ବଢିଛି । ପରିବହନ ବିଭାଗର ସ୍ୱୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଡିଜେଲ ମୂଲ୍ୟ ବଢିଲେ ବସ ଭଡ଼ା ବଢିବ । ଗତ ମେ ମାସ ୧୫ ତାରିଖରେ ତେଲ କଂପାନୀଗୁଡିକ ପେଟ୍ରୋଲ ଦରରେ ୨ ଟଙ୍କା ୧୬ ପଇସା ଓ ଡିଜେଲ ଦରରେ ୨ଟଙ୍କା ହ୍ରାସ କରାଇଥିଲେ ।