ଭତ୍ତା ବଂଟନରେ ଅନିୟମିତତା ଅଭିଯୋଗ : ତାତିଲେ ରାୟଗଡ଼ା କାଙ୍କୁବାଡି ପଂଚାୟତର ହିତାଧିକାରୀ

47

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କାଙ୍କୁବାଡି ପଂଚାୟତରେ ଭତ୍ତା ବଂଟନରେ ଅନିୟମିତତା ଅଭିଯୋଗ ହୋଇଛି । ତିନି ମାସ ହେଲା ହିତାଧିକାରୀଙ୍କୁ ଭତା ଦିଆଯାଇ ନାହିଁ । ଅଭିଯୋଗ ପାଇ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଭତ୍ତା ପ୍ରଦାନରେ ଏପରି ଡେରି ଘଟଣା ପଛରେ ଦୁର୍ନୀତି ଷଡ଼ଯନ୍ତ୍ର ଥିବା ଆରୋପ ଆଣି ତଦନ୍ତ ଦାବି କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ।

ଦେଖନ୍ତୁ ଏହି ଭିଡିଓ –