ଏକାମ୍ର ହାଟରେ ପିକକ ଅନୁଷ୍ଠାନର ୨୭ ତମ ଶିଶୁ ମେଳା : ଚତୁର୍ଥ ସଂଧ୍ୟାରେ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଚାରଣ

34

କନକ ବ୍ୟୁରୋ : ଶିଶୁ ଅଧିକାରକୁ ନେଇ କାର୍ଯ୍ୟ କରୁଥିବା ଅନୁଷ୍ଠାନ ପିକକ୍ ର ୨୭ ତମ ଶିଶୁ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏକାମ୍ର ହାଟ ଆମ୍ପିଥିଏଟର ଠାରେ ଆୟୋଜିତ କାର୍ଯ୍ୟକ୍ରମର ଚତୁର୍ଥ ସଂଧ୍ୟାରେ ମହାନ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ କୁନିକୁନି କଣ୍ଠଶିଳ୍ପୀ ମାନେ ଅକ୍ଷୟ ମହାନ୍ତିଙ୍କ ମନଛୁଆ ସଂଙ୍ଗୀତ ପରିବେଷଣ କରିଥିଲେ ।