ଚିଟଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତି ଥିବା ନେଇ କଂଗ୍ରେସର ଅଭିଯୋଗ

38

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଚିଟଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତି ଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ନବୀନ ନିବାସର କର୍ମଚାରୀ ସରୋଜ ସାହୁଙ୍କୁ ସିବିଆଇ ତଦନ୍ତ ପରିସରକୁ ଆଣିଥିବାବେଳେ ମୁଖ୍ୟମନ୍ତ୍ରୀ କେତେ ସ୍ୱଚ୍ଛ ଏଥିରୁ ଜଣାପଡୁଛି ବୋଲି କଂଗ୍ରେସ କହିଛି ।

ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଣ ପାଇଁ କରୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବିଜେପି, ବିଜେଡି ମଧ୍ୟରେ ଥିବା ଭିତିରି ସମ୍ପର୍କ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇସାରିଛି ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –