ଦରମା ଦିନରେ ବ୍ୟାଙ୍କ ଓ ଏଟିଏମ୍ ଆଗରେ ଲମ୍ବାଧାଡି : ଆବଶ୍ୟକ ମୁତାବକ ନୋଟ୍ ନପାଇ ଚାକିରିଆ ନିରାଶ

33

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ଆଜି ପ୍ରଥମ ଦରମା ଦିନ । ଏଥିପାଇଁ ଅଧିକାଂଶ ବ୍ୟାଙ୍କରେ ଜମିଥିଲା ଗହଳି । ଲମ୍ବା ଲାଇନ୍ ଲଗାଇଥିଲେ ଦରମା ଓ  ପେନସନଭୋଗୀ । ତେବେ ବ୍ୟାଙ୍କ ଗୁଡିକ ବି ପ୍ରସ୍ତୁତ ରହିଥିଲେ । ପାଖରେ ପର୍ଯ୍ୟାପ୍ତ ଟଙ୍କା ସହ କର୍ମଚାରୀ ଉପସ୍ଥିତ ଥିଲେ । ଫଳରେ କିଛି ବ୍ୟାଙ୍କରେ ସମସ୍ୟା ଦେଖାଦେଇଥିଲେ ବି ଅନେକ ସ୍ଥାନରେ ଲୋକେ ସୁରୁଖୁରୁରେ ଟଙ୍କା ଉଠାଇପାରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –