ରାଉରକେଲା ସରକାରୀ ହସ୍ପିଟାଲରେ ଅଘଟଣ : ରୋଗୀ ମାଡରେ ରୋଗୀ ମୃତ

34

କନକ ବ୍ୟୁରୋ : ରାଉରକେଲା ସରକାରୀ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । ରୋଗୀ ମାଡରେ ରୋଗୀର ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ନାଁ ଶମ୍ଭୁନାଥ ମୁଣ୍ଡାରି ବୋଲି ଜଣାପଡିଛି । ଆକ୍ରମଣ କରିଥିବା ରୋଗୀ ଫେରାର ହୋଇଯାଇଛି । ତେବେ ଆକ୍ରମଣର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ