ଚୀନ୍ ମାଗାଜିନରେ ଚର୍ଚ୍ଚା : ପତଞ୍ଜଳୀର ସିିିଇଓ ବାଲକ୍ରିଷ୍ଣା ଦେଶର ୨୫ନମ୍ବର ଧନୀ ବ୍ୟବସାୟୀ

43

4ସ୍ୱଦେଶୀ ନାରା ଦେଇ ବ୍ୟବସାୟ ଆରମ୍ଭ କରିଥିବା ପତଞ୍ଜଳୀ ଏବେ ଘରେ ଘରେ ପରିଚିତ । ବଡ଼ ବଡ଼ ବହୁ ରାଷ୍ଟ୍ରୀୟ କଂପାନୀକୁ ପଛରେ ପକାଇ ୫ ହଜାର କୋଟିକୁ ପହଂଚିଛି ପତଞ୍ଜଳୀର ବ୍ୟବସାୟ। ଏବେ ସୁଟବୁଟ୍  ପିନ୍ଧା ସିଇଓଙ୍କୁ ବି ପଛରେ ପକାଇ ଦେଇଛନ୍ତି ପତଞ୍ଜଳୀ ସିଇଓ ।

3 ଯୋଗଗୁରୁ ରାମଦେବଙ୍କ ଶିଷ୍ୟ ଏହି ପତଞ୍ଜଳୀ ସିଇଓଙ୍କୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ଦେଶର ଧନୀ ବ୍ୟବସାୟୀଙ୍କ ତାଲିକାରେ ୨୫ ତମ ସ୍ଥାନରେ ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣନ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –