ସରକାରଙ୍କ ମାଷ୍ଟର ଷ୍ଟ୍ରୋକକୁ ନେଇ ସଂସଦରେ ଝଡ : ନିଷ୍ପତିକୁ ବିିରୋଧ କରି ଉଭୟ ଗୃହରେ ହଙ୍ଗାମା

31

କନକ ବ୍ୟୁରୋ : ଅର୍ଥନୈତିକ କ୍ଷେତ୍ରରେ ସରକାରଙ୍କ ମାଷ୍ଟର ଷ୍ଟ୍ରୋକକୁ ନେଇ ସଂସଦରେ ଝଡ । ୩ ଦିନ ହେଲା ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ଲାଗି ରହିଛି । ବିରୋଧୀ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିିରୋଧ କରି ଉଭୟ ଗୃହରେ ହଙ୍ଗାମା କରିଛନ୍ତି । ଯାହାକୁ ନେଇ ଲୋକସଭାକୁ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି । ସେହିଭଳି ରାଜ୍ୟସଭାକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଉଛି ।