ପାରଳା ଗଣଆତ୍ମହତ୍ୟା ମାମଲା: ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଅମୂଲ୍ୟ ପାତ୍ର

31

କନକ ବ୍ୟୁରୋ : ପାରଳା ଗଣଆତ୍ମହତ୍ୟା ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଅମୂଲ୍ୟ ପାତ୍ର । ପାରାଳା ରାଜାଙ୍କ ମ୍ୟାନେଜର ମୃତ ଅନଙ୍ଗ ମଂଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗଣଆତ୍ମହତ୍ୟା ମମାଲାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରି ସେ କମିଶନଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ପାରଳାଖେମୁଣ୍ଡି ବିଧାୟକ କେ.ସୂରିଆ ରାଓଙ୍କୁ ହାଇକୋର୍ଟରୁ ମିଳିଥିବା ଅନ୍ତରୀଣ ଜାମିନକୁ ମଧ୍ୟ ଚ୍ୟାଲେଂଚ କରିଛନ୍ତି ଅମୂଲ୍ୟ ପାତ୍ର ।