ସଂପତି ବିବାଦ ନେଇ ପାରଳା ରାଜା ଥିଲେ ଅସୁରକ୍ଷିତ : ବରିଷ୍ଠ ପୁଲିସ୍ ଅଧିକାରୀ

19

ସଂପତି ବିବାଦ ନେଇ ପାରଳା ରାଜା ଅସୁରକ୍ଷିତ ଥିଲେ । କନକ ନ୍ୟୁଜରେ ଏନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ ପୁଲିସ୍ ଅଧିକାରୀ । ଏହା ସହ ସେ କହିଛନ୍ତି ରାଜା ନଜରବନ୍ଦୀ ନଥିଲେ ।