ପାରଳା ଗଣଆତ୍ମହତ୍ୟା ମାମଲା : ପାରଳାଖେମୁଣ୍ଡି ବିଧାୟକ କେ. ସୁରିୟା ରାଓଙ୍କୁ ସମନ

25

କନକ ବ୍ୟୁରୋ : ପାରଳା ଗଣଆତ୍ମହତ୍ୟା ମାମଲା । ପାରଳାଖେମୁଣ୍ଡି ବିଧାୟକ କେ. ସୁରିୟା ରାଓଙ୍କୁ ସମନ । ବିଧାୟକ କେ. ସୁରିୟା ରାଓଙ୍କୁ ଜେରା କରିବ କ୍ରାଇମବ୍ରାଂଚ୍ । ଅନ୍ୟ ୯ ଜଣଙ୍କୁ ବି ସମନ ଜାରି କରିଛି କ୍ରାଇମବ୍ରାଂଚ । କ୍ରାଇଲବ୍ରାଂଚ ମୂଖ୍ୟାଳୟରୁ ସୂତ୍ରରୁ ସୂଚନା ।