ରହସ୍ୟ ଘେରରେ ପାରଳା ଗଣ ଆତ୍ମହତ୍ୟା ଘଟଣା : ତଦନ୍ତ ଆରମ୍ଭ କଲା ସାଇଂଟିଫିକ୍ ଟିମ୍

27

ପାରାଳାଖେମୁଣ୍ଡି : ପାରାଳାଖେମୁଣ୍ଡି ରାଜାଙ୍କ ମ୍ୟାନେଜର ସମେତ ତାଙ୍କ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଘଟଣାରେ ତନାଘନା ଆରମ୍ଭ କରିଛି ସାଇଂଟିଫିକ୍ ଟିମ୍ । ମୃତକ ମ୍ୟାନେଜରଙ୍କ ଘରେ ପହଂଚି ସାଇଂଟିଫିକ୍ ଟିମ୍ ଛାନଭିନ ଚଳାଇଛି । ଏହାସହ ଘଟଣାସ୍ଥଳରୁ ଏକ ଡାଏରୀ ଜବତ୍ କରାଯାଇଛି ।