ପାରଳା ଗଣଆତ୍ମହତ୍ୟା ମାମଲା : କ୍ରାଇମବ୍ରାଂଚରେ ହାଜର ହେଲେ ଆଉ ତିନିଜଣ

16

କଟକ ବ୍ୟୁରୋ, କନକ ନ୍ୟୁଜ୍ : ପାରଳା ଗଣଆତ୍ମହତ୍ୟା ମାମଲାରେ ଆଉ ୩ ଜଣ କ୍ରାଇମବ୍ରାଂଚରେ ହାଜର ହୋଇଛନ୍ତି । ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ପୂର୍ବତନ କାଉନସିଲର ବାବୁଲା ବେହେରା, ଜିଲ୍ଲା ବିଜେପି ସଭାପତି ଜି ଭେଙ୍କଟ ରାବଣା କଟକ କ୍ରାଇମବ୍ରାଂଚ ମୁଖ୍ୟାଳୟରେ ହାଜର ହୋଇଛନ୍ତି । ୯ ଜଣଙ୍କୁ ହାଜର ପାଇଁ ନୋଟିସ କରାଯାଇଥିଲା ।