ସାମ୍ନାକୁ ଆସିଲା ପାରଳାର ନୂଆ ସତ : ଖୋଲିଲା ମିଶନ ସକସେସ୍ ପୋଷ୍ଟର ପଛର ରହସ୍ୟ

52

କନକ ବ୍ୟୁରୋ : ପାରଳା ଗଣଆତ୍ମହତ୍ୟା ପାଇଁ ଦାୟୀ କିଏ । ରାଜାଙ୍କୁ ନଜରବନ୍ଦୀ ରଖାଯାଇଛି ବୋଲି ପ୍ରଚାର କରିବାକୁ କିଏ କରିଥିଲା ଷଡଯନ୍ତ୍ର । କ୍ରାଇମବ୍ରାଂଚର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତର ଫୋକସରେ ରହିଛି ଏହି ଦୁଇଟି ପ୍ରସଙ୍ଗ ।

ଆଉ ଆଜି ପ୍ରଥମ ଦିନରେ ସହରରେ ମରା ଯାଇଥିବା ମିଶନ୍ ସକସେସ୍ ପୋଷ୍ଟରର ଗୁମର ଖୋଲିବାକୁ ଚେଷ୍ଟା କରିଛି । ଚେର ପାଖରେ ପହଁଚିବାକୁ ପୋଷ୍ଟର ପ୍ରିଂଟ୍ କରିଥିବା ଅଫସେଟ୍ ପ୍ରିଂଟିଂ ପ୍ରେସର ମାଲିକଙ୍କୁ ଜେରା କରାଯାଇଛି । ଆଉ ପ୍ରିଂଟିଂ ପ୍ରେସର ମାଲିକ ଖୋଲିଛନ୍ତି ପୋଷ୍ଟର ପଛର ରହସ୍ୟ ।

ପୂରା ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ –