ପାରଳା ମହାରାଜାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ଘଟଣା : ଏକ ନ୍ୟୁଜ୍ ଚ୍ୟାନେଲକୁ ଦାୟୀ କଲେ ମୃତକଙ୍କ ପରିବାର

29

ପାରଳା ମହାରାଜାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ଘଟଣା । ଆତ୍ମହତ୍ୟା ନେଇ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ପରିବାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କହିଛନ୍ତି ଏହି ଘଟଣା ପାଇଁ ଏକ ନ୍ୟୁଜ୍ ଚ୍ୟାନେଲ୍ ଦାୟୀ । ଏହି ଚ୍ୟାନେଲ୍ ଭୁଲ୍ ନ୍ୟୁଜ୍ ପ୍ରସାରିତ କରିଥିଲା । ଘଟଣାରେ କୌଣସି ସତ୍ୟାସତ୍ୟ ନଥିବା କହିଛନ୍ତି ପରିବାରବର୍ଗ । ସେପଟେ ରାଜାଙ୍କୁ ନଜର ବନ୍ଦୀ କରି ରଖା ଯାଇଥିଲା କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇ ନଥିବା କରିଛନ୍ତି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ।

ଏହା ସହ ପାରଳା ମହାରାଜାଙ୍କ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ଘରୁ ୩ ମୃତ ଦେହ ଉଦ୍ଧାର, ଜଣେ ଗୁରୁତର