ପାରଳା ଗଣଆତ୍ମହତ୍ୟା ଓ ରାଜପ୍ରାସାଦ ବିବାଦ ମାମଲା : ଏସଆଇଟିର ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ

39

ପାରଳାଖଖେମୁଣ୍ଡି : ପାରଳା ଗଣଆତ୍ମହତ୍ୟା ଓ ରାଜପ୍ରାସାଦ ବିବାଦ ମାମଲା ରେ ଏସଆଇଟିର ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ । ତହସିଲ ଓ ସବରେଜିଷ୍ଟ୍ରାର ଅଫିସରେ ଛାନଭିନ କଲା ଏସଆଇଟି । ବିଭିନ୍ନ ନେତାଙ୍କୁ ପଚରାଉଚୁରା କରାଯାଇଛି । ୬ ଦିନିଆ ତଦନ୍ତ ପରେ ପାରଳାରୁ ପେରିଲେ ଏସଆଇଟି ।