ପାରାଦୀପ ତୈଳ ବିଶୋଧନାଗାର ପ୍ଲାଷ୍ଟିକ ପ୍ଲାଂଟରେ ଗୁଳିକାଣ୍ଡ : ସୁପରଭାଇଜର ଜିତେନ୍ଦ୍ର ପ୍ରଧାନ ଗୁରୁତର ଆହତ

12

ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ନିକଟରେ ଥିବା ପ୍ଲାଷ୍ଟିକ ପ୍ଲାଂଟ୍ ନିକଟରେ ଗୁଳିକାଣ୍ଡ । ଏଥିରେ ସୁପରଭାଇଜର ଜିତେନ୍ଦ୍ର ପ୍ରଧାନ ଗୁରୁତର ଆହତ ହୋଇଛନ୍ତି ।