ପାରାଦୀପରେ ଉଗ୍ର ହେଲା ଷ୍ଟିଭେଡରିଂ ବିବାଦ :ସିପି୍ଂ ସିୱେଜର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ମୃତ

30

ପାରାଦୀପ : ପାରାଦୀପରେ ପୁଣି ଗର୍ଜିଲା ବନ୍ଧୁକ । ପାରାଦୀପ ମଧୁବନ ଛକରେ ଗୁଳିମାଡ । ଗୁଳିମାଡରେ ସିପିଂ ସିୱେଜର ମହେନ୍ଦ୍ର ସ୍ୱାଇଁଙ୍କର ମୃତ୍ୟୁ ହୋଇଛି । ଦୁର୍ବୃତ ମାନେ ପ୍ରଥମେ ମହେନ୍ଦ୍ରଙ୍କ ଚଳନ୍ତା ଗାଡି ଉପରକୁ ଗୁଳିମାଡ କରିଥିଲେ । ତାପରେ ମହେନ୍ଦ୍ରଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଦୁବୃର୍ତମାନେ ଫେରାର ହୋଇଯାଇଛନ୍ତି । ୨ଟି ବାଇକରେ ୪ଜଣ ଦୁବୃର୍ତ ଆସି ଏହି କାଣ୍ଡ ଭିଆଇଛନ୍ତି । ତେବେ ଏହି ଗୁଳିମାଡ ଷ୍ଟିଭେଡରିଂ ବିବାଦକୁ ନେଇ ହୋଇଥିବା ସନ୍ଦେହ କରାଯାଉଛି ।