ପାରାଦୀପରେ ଦୁର୍ଘଟଣା : ଟ୍ରକ ଚାପାରେ ଶ୍ୱଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ

19

ପାରାଦୀପ : ପାରାଦୀପରେ ଦୁର୍ଘଟଣା । ଟ୍ରକ ଚାପାରେ ଶ୍ୱଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ ହୋଇଛି । ହାତୀଟାଙ୍କି ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ତେବେ ଉତ୍ୟକ୍ତ ଲୋକେ ପାରାଦୀପ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –