ସ୍ୱାଧିନତା ଦିବସ ଆଉ ମାତ୍ର ୩ ଦିନ : ପରେଡରେ ସାମିଲ ପାଇଁ କିନ୍ନରଙ୍କ ଅଭ୍ୟାସ

104

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସ୍ୱାଧିନତା ଦିବସ ପାଇଁ କିନ୍ନରଙ୍କ ପରେଡରେ ଅଭ୍ୟାସ । ଭୁବନେଶ୍ୱରରେ ପୁରା ଦମରେ ପ୍ରାକଟିସ୍ କରୁଛନ୍ତି । ପ୍ରଥମ ଥର ପାଇଁ ପରେଡରେ ସାମିଲ ହେଉଛନ୍ତି କିନ୍ନର । ସେଥିପାଇଁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ସ୍ୱାଧିନତା ଦିବସକୁ ମଝିରେ ଆଉ ମାତ୍ର ୩ ଦିନ ବାକିଥିବାରୁ କିନ୍ନରମାନେ ଜୋରସୋରରେ ଅଭ୍ୟାସ କରୁଛନ୍ତି ।