ପପୁଙ୍କ ବିରୋଧରେ ମୁହଁ ଖୋଲିଲେ ଆଉ ଜଣେ ଅଭିନେତ୍ରୀ : ରିଲେସନ୍ ରଖିବା ପାଇଁ ବାଧ୍ୟ କରନ୍ତି ପପୁ

43

ପପୁଙ୍କ ବିରୋଧରେ ମୁହଁ ଖୋଲିଲେ ଆଉ ଜଣେ ଅଭିନେତ୍ରୀ । ଅଭିନୟ କରିବାର ସୁଯୋଗ ଦେବାକୁ କହି ପପୁ ଖରାପ ବ୍ୟବହାର କରନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ଜଣକ । ଏହା ସହ ପପୁ ଏସବୁ କରିବା ପାଇଁ ତାଙ୍କୁ ବାଧ୍ୟ କରନ୍ତି ବୋଲି ସେ କହିଛନ୍ତି  ।

ଏହା ସହ ଦେଖନ୍ତୁ  ଖୋଲୁଛି ପପୁଙ୍କ ପାପ ପେଡି : ଫୋନ୍ ଯୋଗେ ଅଭିଯୋଗ ପରେ ଭିଡିଓ ପଠାଇଲେ ଅଭିନେତ୍ରୀ