ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମପମ କାଷ୍ଟିଂକାଉଚ ମାମଲାରେ କୋର୍ଟରେ ପହଂଚିଲେ ପୀଡିତାଙ୍କ ବାପା ଓ ମା । ଆଜି ପପୁଙ୍କ ଜାମିନ ଆବବେଦନର ହେବ ଶୁଣାଣି । ଖୋର୍ଦ୍ଧା ଜିଲ୍ଲା ଦୈାରାଜଜଙ୍କ କୋର୍ଟରେ ହେବ ଶୁଣାଣି ।