ପପୁଙ୍କ ଜାମିନ ଆବେଦନର ଶୁଣାଣି ଶେଷ : ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୈାରାଜଜ କୋର୍ଟ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମପମ କାଷ୍ଟିଂକାଉଚ୍ ମାମଲା ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୈାରାଜଜ କୋର୍ଟ । ଭିଡିଓ କନଫରନେସିଂ ଜରିଆରେ ହାଜର ହେଲେ ପପୁ । କୋର୍ଟରେ ଉପସ୍ଥିତ ଥିଲେ ପୀଡିତାଙ୍କ ବାପା ଓ ମା ।