ବଲିଉଡରେ ଓଲିଉଡ୍ କମେଡିଆନ୍ ! ହିନ୍ଦୀ ସିନେମାରେ ନଜର ଆସିବେ ପପୁ ପମପମ୍

85

ବଲିଉଡରେ ଓଲିଉଡ୍ କମେଡିଆନ୍ । ଖୁବଶୀଘ୍ର ଏକ ହିନ୍ଦୀ ସିନେମାରେ ନଜର ଆସିବେ ପପୁ ପମପମ୍ । ଏହି ଫିଲ୍ମଟି ଏକ କମେଡି ଫିଲ୍ମ । ଯାହାର ନିର୍ଦ୍ଦେଶନା ଦେଉଛନ୍ତି ବଲିଉଡର ନାମୀଦାମୀ ନିର୍ଦ୍ଦେଶକ ପ୍ରିୟଦର୍ଶନ । ସେପ୍ଟେମ୍ବରରେ ସିନେମାର ସୁଟିଂ ଆରମ୍ଭ ହେବ ।

ଏହି ସିନେମାରେ ଅଭିଷେକ ବଚ୍ଚନ ଏବଂ ପରେଶ ରାୱଲଙ୍କୁ ଦେଖିବାକୁ ମିଳିବ । ବଲିଉଡ୍ ତାରକାଙ୍କ ସହ ଏକାଠି ନଜର ଆସିବେ ଓଲିଉଡର ଷ୍ଟାଣ୍ଡ ଅପ୍ କମେଡିଆନ୍ । ପପୁଙ୍କୁ ବଲିଉଡରେ ଦେଖିବାକୁ ତାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-