ଭିଜିଲାନ୍ସ ଜାଲରେ ଖଣ୍ଡପଡା ପଂଚାୟତ ସମିତି ଅଧ୍ୟକ୍ଷ:ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗ

18

ଖଣ୍ଡପଡା:ଭିଜିଲାନ୍ସ ଜାଲରେ ଖଣ୍ଡପଡା ପଂଚାୟତ ସମିତି ଅଧ୍ୟକ୍ଷ ଶିଶିର କୁମାର ସାହୁ । ଶିଶିର କୁମାରଙ୍କ ବାସଭବନ ସମେତ ୯ ଟି ଯାଗାରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଛି । ଖୋର୍ଦ୍ଧା,ଭୁବନେଶ୍ୱର, ଖଣ୍ଡପଡା, କଟକ, ନୟାଗଡ,ରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି ।