ବିଜେପି ପାଇଁ ମୟୁରଭଞ୍ଜରେ ରଘୁବରଙ୍କ ପ୍ରଚାର ! କହିଲେ ଓଡିଶା ମହିଳାଙ୍କ ମୁହଁରେ ଫୁଟିଛି ଗରୀବିର ଚିତ୍ର

29

କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ବିଜେପି ପାଇଁ ଓଡିଶାରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଉଦଳା ଗୋପବନ୍ଧୁନଗରର ସିମିଳାବନ୍ଧରେ ଆଜି ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ରଘୁବର । ଓଡିଶାର ମହିଳାଙ୍କ ମୁହଁରେ ଗରିବୀ ଚିତ୍ର ଫୁଟୁଛି ବୋଲି ସେ କହିଛନ୍ତି । ଓଡିଶାର ମହିଳାଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ ବିଫଳ ହୋଇଥିବା କହିଛନ୍ତି ରଘୁବର ।