କଂଗ୍ରେସ କନ୍ଦଳରେ ପଡିଲା ତାଳି: ଆଜି ହେବ ପଂଚାୟତ ଇଲେକ୍ସସନ କମିଟି ମିଟିଂ

29

କନକ ବ୍ୟୁରୋ : କଂଗ୍ରେସ କନ୍ଦଳରେ ତାଳି ପଡିଛି । ପଂଚାୟତ ନିର୍ବାଚନ ପାଇଁ ଏକାଠି ହୋଇ ଅଂଟା ଭିଡିଛି ଦଳ । ପିସିସି ସଭାପତି ଓ ବିରୋଧୀ ଦଳ ନେତା ଏକାଠି ଦିଲ୍ଲୀରୁ ଫେରିବା ପରେ ଆଜି ରାଜ୍ୟ କଂଗ୍ରେସ ଡାକିଛି ପଂଚାୟତ ଇଲେକ୍ସସନ କମିଟି ମିଟିଂ ।