ପଂଚାୟତ ନିର୍ବାଚନକୁ ନେଇ ବିଜେପିର ପ୍ରେସମିଟ ! ଆସନ୍ତା ୧୧ରୁ ସବୁ ସବ-ଡିିଭିଜନରେ ହେବ ମଶାଲ ଶୋଭାଯାତ୍ରା

51

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ପଂଚାୟତ ନିବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି । ଆସନ୍ତା ୧୧ରୁ ସବୁ ସବ-ଡିିଭିଜନରେ ମଶାଲ ଶୋଭାଯାତ୍ରା କରିବ ବିଜେପି । ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସଂକଳ୍ପ ନେଇ ସବୁ ଜିଲ୍ଲା ପରିଷଦ ଜୋନରେ ଯୁବ ସଂକଳ୍ପ ସମାବେଶ ହେବ ।

ଏହା ସହ ଆସନ୍ତା ୨୦ ତାରିଖରେ ୩୦୦ଟି ସ୍ଥାନରେ ରାଜ୍ୟ ସରକାରଙ୍କ ଅନ୍ଧାରୀ ଶାସନ ବିରୋଧାର ଦସ୍ତଖତ ଅଭିଯାନ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-